ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଅନ୍ତର୍ଦ୍ଦଶା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅନ୍ତର୍ଦ୍ଦଶା   ବିଶେଷ୍ୟ

ଅର୍ଥ : ଫଳିତ ଜ୍ୟୋତିଷରେ ଜନ୍ମକୁଣ୍ଡଳୀ ଅନୁସାରେ କୌଣସି ଏକ ଗୃହର ଭୋଗକାଳ ଅନ୍ତର୍ଗତ ଅନ୍ୟ ଗ୍ରହର ଭୋଗକାଳ

ଉଦାହରଣ : ଜାନୁଆରୀ ଦୁଇ ହଜାର ଦଶ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କର ଅନ୍ତର୍ଦ୍ଦଶା ଦେଶପାଇଁ ଭଲ ନୁହେଁ


ଅନ୍ୟ ଭାଷାରେ ଅନୁବାଦ :

फलित ज्योतिष में जन्मकुण्डली के अनुसार किसी एक गृह के भोग-काल के अंतर्गत पड़ने वाले अन्य ग्रहों के भोग-काल।

जनवरी दो हज़ार दस तक राहु में सूर्य की अंतर्दशा देश के लिए अच्छी नहीं है।
अंतर्दशा, अन्तर्दशा